Jump to content

ଚୀବର

ଉଇକିଅଭିଧାନ‌ରୁ

ଚୀବର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଚି ଧାତୁ= ସଂଗ୍ରହ କରିବା+କର୍ମ. ବର)

[ସମ୍ପାଦନା]
୧. ସନ୍ୟାସୀ (ବିଶେଷତଃ ବୌଦ୍ଧ ଓ ଜୈନ ସନ୍ନ୍ୟାସୀ) ମାନଙ୍କ ପରିଧେୟ ଜୀର୍ଣ୍ଣ ବସ୍ତ୍ର; ଚୀର; କନ୍ଥା —୧. A mendicant's rags or garment.
୨. କନା —୨. A torn piece of cloth.

[ଦ୍ରଷ୍ଟବ୍ୟ —ସାହେବମାନେ ବେକରେ ଯେଉଁ କନା ଖଣ୍ଡକୁ (Necktie=ଗଳା ବନ୍ଦ ରୂପେ) ବାନ୍ଧନ୍ତି ତାକୁ "ଶେଷବନ୍ଦୀ ଭାରତୀ" ଅଜୟଚନ୍ଦ୍ର 'ଚୀବର' ନାମ ଦେଇଅଛନ୍ତି ଯଥା— କୌଷେୟ ଚୀବର ଉର୍ମ୍ମିକା ଗ୍ରଥିତ]

୩. ଭିକ୍ଷାପାତ୍ର —୩. Beggar's bowl.
୪. ଲୁହାର ଗୁଣ୍ଡ —୪. Iron filings (M.W.)