ଚୀର
ଦେଖଣା
ଚୀର
ଉଚ୍ଚାରଣ
[ସମ୍ପାଦନା](ଚିରୀ—ଅନ୍ୟରୁପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କନ୍ଥା; ଚିରାକନା; ଛିନ୍ନ ବସ୍ତଖଣ୍ଡ — ୧. Rag; tatter.
- ୨. କୌପୀନ — ୨. A stṟ or long and narrowpiece of bark or cloth for wearing along the Privities (M.W.)
- ୩. ବୌଦ୍ଧ ସନ୍ନ୍ୟାସୀଙ୍କ ପରିଧେୟ ବସ୍ତ୍ର; ଚୀବର — ୩. The dress of a Buddist monk.
- ୪. ଚାରିସରିଆ ମୋତି ହାର — ḋ A nccklace of ୪ pearl-strings (M.W.)
- ୫. ଚୂଡା —୫. A cerst (M.W.).
- ୬. ବେତ ଆଦିଦ୍ୱାରା ପ୍ରହାର — ୬. A stripe; stroke (M.W.)
- ୭. ରେଖା —୭. Line (M.W.)
- ୮. ଗଛର ଛାଲ —୮. Bark of a tree.
- ୯. କଦର୍ଯ୍ୟ ରେଖା ଓ ଲେଖାବିଶେଷ; ଗାବରାଗାବରି — ୯. Slovenly Writing.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନୀବିବନ୍ଧ; ପିନ୍ଧା ଲୁଗାର ଖୋଷଣୀ —The knot of the wearing cloth by which it is fastened to the waist.
ଯେତେ ଦୃଢ ଚୀର କଲେ ପାରଇ କି ରଖି ବୃଦ୍ଧ ସରିତକୁ ବାଲି ବନ୍ଧ ନିକି ସଖି ଗୋ ଭଞ୍ଜ. ଲାବଣ୍ୟବତୀ