ଚୁଁକାର
ଚୁଁ ଚୁଁ ଶବ୍ଦ —The sound of making slight squeaking sound with the mouth.
ଚାରିଦିଗରେ ଦେଖି ସଖୀ ସଲଜ୍ଜ ଚୁଁ କାରେ ତାକୁ କରି ଅଧର ଘନ—ଭଞ୍ଜ. ରସପଞ୍ଚକ