ଚୁଁ ମାରିବା
ଚୁଁ କରିବା (ଦେଖ) - Chuñ karibā (See)
(ଚୂଁ ଚୂଁ ମାରିବା—ଅନ୍ୟରୂପ)
ଚୂଁ କରିବା; (ନବାଗତ ବଧୂମାନେ) କଥା ନ କହି 'ଚୂ' ଶବ୍ଦଦ୍ୱାରା ଗୁରୁଜନଙ୍କ ଦୃଷ୍ଟି ଆକର୍ଷଣ କରିବା