ଚୁଆଁଇବା
ଦେଖଣା
ଚୁଆଁଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଚ୍ୟୁ ଧାତୁ=କ୍ଷରିତ ହେବାର ଣିଜନ୍ତ)
[ସମ୍ପାଦନା]- ୧. ବକଯନ୍ତ୍ରଦ୍ୱାରା କୌଣସି ବସ୍ତୁରୁ ଅଗ୍ନି ଉତ୍ତାପରେ ବାଷ୍ପ ବାହାର କରି ସେହି ବାଷ୍ପକୁ ଶିତଳପାତ୍ର ସଂସ୍ପର୍ଶରେ ଥଣ୍ଡା କରି ଅର୍କ ବାହାର କରିବା —୧. To distil; to cause to ooze.
- ୨. ଚୁଇଁବା (ଦେଖ) - ୨. Chuiñbā (See)
- ୩. (ସଂସ୍କୃତ - ଚିତ୍ ଧାତୁ) ନିଦ ଭଙ୍ଗାଇବା — ୩. To awaken a person from sleep; to rouse.