Jump to content

ଚୁଇଁ

ଉଇକିଅଭିଧାନ‌ରୁ

ଚୁଇଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ଅନ୍ୟ ଶବ୍ଦର ପୂର୍ବରେ ବ୍ୟବହୃତ ହୁଏ; ସଂସ୍କୃତ - ଶିଶୁ)

[ସମ୍ପାଦନା]

ଅତି ଛୋଟ —Very small; tiny.

(ଯଥା—ଚୁଇଁ କଉଡ଼ି, ଚୁଇଁ ମାଙ୍କଡ଼, ଚୁଇଁ ମୂଷା)