ଚୁଇ ପଡ଼ିବା
ଟୋପା ଟୋପା ହୋଇ ପଡ଼ିବା — To flow down; to fall in drops; to ooze.
ଚୁଇ ପଡ଼ୁଥାଇ ଅଧରୁ ରଙ୍ଗ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି