ଚୁକାଇବା
ଦେଖଣା
ଚୁକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚୁକେଇବା—ଅନ୍ୟରୂପ)
ଦେଶଜ - କ୍ରି.—(ବଙ୍ଗଳା ଓ ହିନ୍ଦୀରୁ ଅନୁଭୁତ)
[ସମ୍ପାଦନା]- ୧. ନିଷ୍ପତ୍ତି କରିବା; ଶେଷ ହିସାବ ନିକାଶ କରିବା — ୧. To settle accounts finally.
- ୨. ଋଣ ଆଦି ଦେୟକୁ ବିବାକ ପରିଶୋଧ କରିବା — To liquidate a loan.
=== ଗ୍ରାମ୍ୟ - କ୍ରି. (ଅଶ୍ଳୀଳ)
ଅନ୍ୟ ବ୍ୟକ୍ତିର ମୁଖଦ୍ୱାରା ଆପଣାର କାମବୃତ୍ତ ଚରିତାର୍ଥ କରାଇବା —To pacify lust through another's mouth; to have one's male organ sucked by another.