Jump to content

ଚୁକ୍ରକ

ଉଇକିଅଭିଧାନ‌ରୁ

ଚୁକ୍ରକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୁକ୍ର+ସ୍ୱାର୍ଥେ. କ)

[ସମ୍ପାଦନା]
୧. ଖଟାପାଳଙ୍ଗ ଶାଗ; ଅମବେତସ ଶାଗ —୧. A kind of sour sorrel (pot-herb).
୨. ଏକ ପ୍ରକାର କାଞ୍ଜି —୨. A kind of sour gruel.