Jump to content

ଚୁଙ୍ଗି ଭଡ଼କା

ଉଇକିଅଭିଧାନ‌ରୁ

ଚୁଙ୍ଗି ଭଡ଼କା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ବ୍ୟଙ୍ଗ୍ୟାର୍ଥ)

[ସମ୍ପାଦନା]

ଗୁଡ଼ାଖୁ ଖାଇବାର ହୁକା; (ଯହିଁରେ ଚୁଙ୍ଗି=ନଳୀ, ଓ ଭଡ଼କା= ଭଡ଼—ଭଡ଼ ଶବ୍ଦ ଜାତ ହେଉଥିବା ନଡ଼ିଆ କୁମ୍ପା ଥାଏ) — A hooka; a hubble-bubble.