ଚୁଙ୍ଗୁଡ଼ି ବାଛୁରୀ କୁଟୁମ୍ୱ
ଯେଉଁ କୁଟୁମ୍ୱରେ ଅନେକ ଗୁଡ଼ିଏ ଛୋଟ ପିଲା ଥାଆନ୍ତି — A family consisting of a baby of children.
(ଯଥା—ମୋ ଚାକିରି ଖଣ୍ଡି ଗଲେ ମୋ ଚୁଙ୍ଗୁଡ଼ି ବାଛୁରୀ କୁଟୁମ୍ୱ ଛୁଟ୍ଛୁଟ୍ ମରିଯିବେ)