ଚୁଙ୍ଗ୍ଚୁଙ୍ଗିଆ
ଦେଖଣା
ଚୁଙ୍ଗ୍ଚୁଙ୍ଗିଆ
ଉଚ୍ଚାରଣ
[ସମ୍ପାଦନା](ଚୁଙ୍ଗ୍ଚୁଙ୍ଗେଈ—ସ୍ତ୍ରୀ)
(ଚୁଙ୍ଗୁଚୁଙ୍ଗିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଚଙ୍ଗ=ଦକ୍ଷ)
[ସମ୍ପାଦନା]- ୧. ଅସ୍ଥିର; ଚପଳ; ତରତରିଆ —୧. Restless; unsettled; fickle.
ଚୁଙ୍ଗ୍ଚୁଙ୍ଗିଆ ମାଗୁରନିଶିଆ ହିଆରେ ନ ଥାଏ ବାଳ ଏ ତିନିଙ୍କି ପରତେ ନ ଯିବ ବୀଇଁଥିବ ଯେତେକାଳ ଢ଼ଗ
- ୨. ଅଧୀର —୨. Impatient.
- ୩. ଯୁବା ଓ ସୁନ୍ଦର —୩. Youthful and handsome.
- ୩. ବିଳାସଲୋଳ —୩. Frolicsome; buxom.
- ୪. ସୁସ୍ଥ ସବଳ —୪. Healthy and spirited.
- ୫. ନବଯୌବନଯୁକ୍ତ (ବୟସ) — ୫. Youthful (age).
- ୬. ନବଯୌବନ (ବ୍ୟକ୍ତି) —୭. A person who is in the full bloom of youth.