Jump to content

ଚୁଚୁକ

ଉଇକିଅଭିଧାନ‌ରୁ

ଚୁଚୁକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୁଚୁ=ଶିଶୁ ସ୍ତନ୍ୟପାନ କରିବାର ଅନୁକରଣ ଶବ୍ଦ +କୈ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ସ୍ତ୍ରୀ ସ୍ତନାଗ୍ର; ଦୁଧଭୁଣ୍ଡି — ୧. Nipple of female breast.
୨. ଦାକ୍ଷିଣାତ୍ୟର ଦେଶବିଶେଷ (ହିନ୍ଦୀ - ଶବ୍ଦସାଗର) — ୨. Name of a country of South India.
୩. ଚୁଚୁକ ଦେଶବାସୀ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୩. An inhabitant of the Chuchuka country.