ଚୁଚୁନ୍ଦ୍ରି
ଦେଖଣା
ଚୁଚୁନ୍ଦ୍ରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକ ଜାତୀୟ ବାଣ; [ଚମନଳାରେ ବାରୁଦ ଭର୍ତ୍ତି କରି ଏହା ପ୍ରସ୍ତୁତ ହୁଏ; ନିଆଁ ଲଗାଇ ଛାଡ଼ି ଦେଲେ ଏହା ଚୁଚୁନ୍ଦ୍ରା ପରି ଭୂଇଁରେ ଏଣେ ତେଣେ ପଳାଇ ବୁଲେ] — ୧. A kind of small groung-rocket or firework made by enclosing some gunpowder in a cartridge.
- ୨. ଲିଙ୍ଗର ରୋଗବିଶେଷ — ୨. A disease of the penis; Phimosis.
[ଦ୍ରଷ୍ଟବ୍ୟ —ଏହି ରୋଗଦ୍ୱାରା ଲିଙ୍ଗର ଅଗ୍ରଭାଗ ବା ସୁପାରିକୁ ଆବରଣ କରିଥିବା ଚମଡ଼ାର ମୁହଁ ସଂକୀର୍ଣ୍ଣ ହୋଇଯିବାରୁ ଚମଡ଼ା ତଳେ ଲିଙ୍ଗର ସୁପାରି ତଳ ଗଣ୍ଠିର ଚାରି ପାଖେ ମଇଳା ଜମି ଘାଆ ହୋଇଯାଏ; ମୁସଲମାନ୍ମାନଙ୍କ 'ସୁନ୍ନତ' ନାମକ ସଂସ୍କାରଦ୍ୱାରା ବାଲ୍ୟ— କାଳରେ ଲିଙ୍ଗର ଅଗ୍ରଭାଗକୁ ଘୋଡ଼ାଇଥିବା ଚମଡ଼ା (foreskin) କଟା ହୋଇ ଯିବାରୁ ସେମାନଙ୍କ ଲିଙ୍ଗାଗ୍ର ବା ସୁପାରି ଖୋଲା ଥାଏ ଏବଂ ସେମାନଙ୍କୁ ଚୁଚୁନ୍ଦ୍ରି ରୋଗ ଧରେ ନାହିଁ]