ଚୁଟିଆ
ଦେଖଣା
ଚୁଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୁଟିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଯାହା ମୁଣ୍ଡରେ ଶିଖା ଥାଏ — Having a tuft of hair on the head.
ବିଶେଷ୍ୟ -
[ସମ୍ପାଦନା]- ୧. ଚୁଟିଧରି ଝିଙ୍କା —୧. Pulling a person by the tuft of his hair.
- ୨. ଏକପ୍ରକାର କ୍ଷୁଦ୍ର ମୂଷା — ୨. A kind of small rat.
ପୁଣି ସେ ଘରେ ମୂଷା ଥିଲେ, ଚୁଚୁନ୍ଦୁରା ଥିଲେ, ଚୁଟିଆ ଥିଲେ ଫକୀରମୋହନ. ଛମାଣ ଆଠଗୁଣ୍ଠ