ଚୁଟିପିଠି
ଚୁଟି ଓ ପିଠି (ମନୁଷ୍ୟକୁ ମାରିବାର ଦୁଇଟି ସ୍ଥାନ, ଯଥା—୧ ଚୁଟି ଧରିବା, ୨ ପିଠିରେ ବିଧା ଦେବା) —The tuft of hair on the head and the back.
(ଯଥା—ମୋ ଚୁଟି ପିଠି ରହିବ ନାହିଁ, ଅର୍ଥାତ୍ ମତେ ଭାରି ମାଡ଼ ହେବ, ମୋ ମୁଣ୍ଡର କେଶ ଝିଙ୍କା ହେବ ଓ ପୃଷ୍ଠଦେଶରେ ମାଡ଼ ହେବ)