ଚୁଟି ଓହଳାଇବା
ଦେଖଣା
ଚୁଟି ଓହଳାଇବା
ଉଚ୍ଚାରଣ
[ସମ୍ପାଦନା]ଚୁଟିଓହଳେଇବା, ଚୁଟିଓହୋଳାଇବା, ଚୁଟିଓହୋଳେଇବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିର ମୁଣ୍ଡକୁ ଓହଳାଇ ଅର୍ଥାତ୍ ତା ବେକକୁ ଲୁଆଇଁ ପିଠିରେ ବିଧା ମାରିବା ପାଇଁ ବାଆଁ ହାତରେ ତା ଚୁଟିକୁ ତଳ ଆଡ଼କୁ ଝିଙ୍କିବା — To pull down a person's head by catching hold of his tuft (to give blows on the back).