Jump to content

ଚୁଟି ଝିଙ୍କିବା

ଉଇକିଅଭିଧାନ‌ରୁ

ଚୁଟି ଝିଙ୍କିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିକୁ ଦଣ୍ଡଦେବା ନିମନ୍ତେ ତାକୁ କେଶ ଧରି ଘୋଷାରିବା; କେଶାକର୍ଷଣ କରିବା — To catch or drag a man by holding the of tuft of his hair.

ଭୋଗ ବ୍ୟାଜେ କାଳ ଥରେ ଥରେ ଚୁଟି ଝିଙ୍କି ଦେଲେ, ଏହି ଦପଯାଏ ତୁଟି ରାଧାନାଥ. ଦରବାର

[ଦ୍ରଷ୍ଟବ୍ୟ —ଆଗେ ଆମ ଦେଶରେ ଅଧିକାଂଶ ପୁରୁଷ ଗୋଛାଏ ଲେଖାଏଁ ବାଳ (ଚୁଟି) ମୁଣ୍ଡରେ ରଖୁଥିଲେ ତଦ୍ଦ୍ୱାରା ଗୋଟାଏ ହାତରେ ଚୁଟିଧରି ଚୁଟିଆ ଲୋକଙ୍କୁ ଅକ୍ତିଆରରେ ରଖି ଆର— ହାତରେ ତାକୁ ମରିବାର ବିଶେଷ ସୁବିଧା ହେଉଥିଲା ଏବକୁ ଅଧିକାଂଶ ଲୋକେ ସଭ୍ୟ ହୋଇ ଲଣ୍ଡା ହେବାରୁ ଲୋକଙ୍କ ଚୁଟି ଧରିବାର ଆଉ ସିବିଧା ନାହିଁ ନତାନ୍ତ ମରହଟ୍ଟୀ ଓ ଅସଭ୍ୟମାନେ ଅବଧି ଚୁଟିରଖା ଛାଡ଼ି ନାହାନ୍ତି]