Jump to content

ଚୁଟି ହାତରେ ପଡ଼ିବା

ଉଇକିଅଭିଧାନ‌ରୁ

ଚୁଟି ହାତରେ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ଲମ୍ୱ କେଶ ଥିବା ବ୍ୟକ୍ତିର ଶିଖା ଅନ୍ୟ ଲୋକର ମୁଠାରେ ଧୃତ ହେବା —୧. The tuft of a person's long hair being caught by another person.

ଭଣ୍ଡାରି ହାତରେ ପଡ଼ିଛି ଚୁଟି ଯେତିକି ନଉଛି ତେଣିକି ଉଠି ଢଗ

[ଦ୍ରଷ୍ଟବ୍ୟ —ଚୁଟିଆ ଲୋକଙ୍କୁ ଖିଅର କଲାବେଳେ ତାଙ୍କ ଚୁଟିକୁ ଭଣ୍ଡାରି ବାମ ହାତରେ ମୁଠାଇ ଧରି ଡାହାଣ ହାତରେ ଖିଅର କରେ]

ଅନୁବାଦ

[ସମ୍ପାଦନା]
୨. (ଲକ୍ଷଣାର୍ଥ) ଅନ୍ୟର କାବୁରେ ଆସିବା — ୨. (figurative) Being under the complete sway of another.

(ଯଥା—ତାଙ୍କଦ୍ୱାରା ମୋର କେତେକ କାର୍ଯ୍ୟୋଦ୍ଧାର ହେବାର ଆଶା ଥିବାରୁ ମୋ ଚୁଟି ତାଙ୍କ ହାତରେ ପଡ଼ିଛି, ସେ ବର୍ତ୍ତମାନ ଯାହା କରିବାକୁ କହିବେ ମୁଁ ତାହା ଭାଙ୍ଗି ପାରିବି ନାହିଁ)