Jump to content

ଚୁଟ୍କା

ଉଇକିଅଭିଧାନ‌ରୁ

ଚୁଟ୍କା

ଉଚ୍ଚାରଣ

[ସମ୍ପାଦନା]

(ଚୁଟୁକା—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଗୋଡ଼ର ବୁଢ଼ା ଆଙ୍ଗୁଠିରେ ପିନ୍ଧାଯିବା ଅଳଙ୍କାର; ଚିପୁଲି; ଚୁଟ୍କି —୧. An ornament worn on the big toe
୨. ଗୋଡ଼ର ବିଶି ଆଙ୍ଗୁଠିରେ ପିନ୍ଧାଯିବା ରୂପା ବା ପିତଳର ମୁଦିଆ; ଝୁଣ୍ଟିଆ —୨. A ring worn on the second finger of the leg.