ଚୁଡ଼
ଦେଖଣା
ଚୁଡ଼
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚୁଡ଼ ଧାତୁ+ କର୍ମ. ଅ)
[ସମ୍ପାଦନା]- ୧. ଚୂଳ; କୃଷଭାଦି ପଶୁଙ୍କ ପିଠିରେ ବାହାରିଥିବା ମାଂସ ପିଣ୍ଡ —୧. A hump or protuberance on the back of certain animals e.g. bulls.
- ୨. ଚୂଟୀ —୨. A tuft of long hair on the head.
- ୩. ଶଙ୍ଖଚୂଡ଼ ନାମକ ଦୈତ୍ୟ —୩. Name of a demon.
- ୪. ଖୁମ୍ୱ, ଘର ଓ ପାହାଡ଼ ଆଦିର ଶିଖା — ୪. Top; summit.
- ୫. ଛୋଟ କୂଅ (ହିନ୍ଦୀ - ଶବ୍ଦସାଗର) —୫. Small well.