ଚୁଡ଼ଙ୍ଗ ଦହ
ଦେଖଣା
ଚୁଡ଼ଙ୍ଗ ଦହ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଟକର ଉତ୍ତରରେ ୨ କ୍ରୋଶ ଦୂରବର୍ତ୍ତୀ ସାରଙ୍ଗଗଡ଼ ନିକଟରେ ଅବସ୍ଥିତ ଜଳପୂର୍ଣ୍ଣ ପାଟବିଶେଷ —Name of a fen or marsh to the north of Cuttack town.
[ଦ୍ରଷ୍ଟବ୍ୟ —ଏଥିରୁ କଟକ ସହରକୁ ବହୁପରିମାଣରେ ପଦ୍ମ ଫୁଲ, ପଦ୍ମ ପତ୍ର, କଉ, ମାଗୁର ଓ ରତା ମାଛ ଓ ଶିଂଘଡ଼ା ବିକ୍ରି ହେବାକୁ ଗରିବ ଲୋକେ ଆଣନ୍ତି]