Jump to content

ଚୁଡ଼ାକୁଟି

ଉଇକିଅଭିଧାନ‌ରୁ

ଚୁଡ଼ାକୁଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ବୁଦାଳିଆ ଘାସ (ଏହା ଧାନ ବିଲରେ ଜନ୍ମେ) —A kind of bushy weed growing in paddy-fields.

[ଦ୍ରଷ୍ଟବ୍ୟ —ଏହାର ଚେର ଏଡ଼େ ଶକ୍ତ ଯେ ଦାଆର ମୁନରେ ଏହାକୁ ନ ଉଖାରିଲେ ଏ ଉପୁଡ଼େ ନାହିଁ]