ଚୁଡ଼ାଦହି
ଦେଖଣା
ଚୁଡ଼ାଦହି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୁଡ଼ାଦହି
|
ଦେଶଜ - ବିଶେଷ୍ୟ - (ଓ. ଦ୍ୱନ୍ଦ୍ୱ ସମାସ, ଚୁଡ଼ା+ଦହି)
[ସମ୍ପାଦନା]- ୧. ଖାଦ୍ୟାର୍ଥ ବ୍ୟବହୃତ ଚୁଡ଼ାମିଶ୍ରିତ ଦହି —୧. Parched rice and curd (and molasses) mixed together.
ଅନୁବାଦ
[ସମ୍ପାଦନା]ଚୁଡ଼ାଦହି
|
- ୨. ସାମାଜିକ ବା ଧର୍ମାନୁଷ୍ଠାନ ଉପଲକ୍ଷରେ ବ୍ରହ୍ମଣଭୋଜନ (ଚୁଡ଼ା ଓ ଦହି ଯହିଁର ପ୍ରଧାନ ଉପାଦାନ) — ୨. Feeding the Brahmans on occasions of social and religious ceremonies (the chief ingredients of which are Chuṟḍ̠ā and dahi.)