Jump to content

ଚୁଡ଼ାଭଜା

ଉଇକିଅଭିଧାନ‌ରୁ

ଚୁଡ଼ାଭଜା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚୁଡ଼ାକୁ ଭାଜି ତିଆରି କରିବା ଖାଦ୍ୟ; ହୁଡ଼ୁମ୍ୱ (ଏହା ଲଘୁ ଖାଦ୍ୟ) —Fried parched rice (this is light food.)

[ଦ୍ରଷ୍ଟବ୍ୟ —ଦରକୁଟା ଚୁଡ଼ା ଓଦା ଥାଉଁଥାଉଁ କେଉଟଣୀମାନେ ତାକୁ ଭାଜିଲେ ତାହା ହୁଡ଼ୁମ୍ୱ ହୁଏ କିନ୍ତୁ ଚୁଡ଼ା ଶୁଖିଯିବା ପରେ ଆମ୍ଭେମାନେ ତାକୁ ଘରେ ଭାଜିଲେ ତାହା ଚୁଡ଼ାଭଜା ହୁଏ ହୁଡ଼ୁମ୍ୱ ଚୁଡ଼ାଭଜା ଅପେକ୍ଷା ଫୁଲୁକା ଓ ଫମ୍ପା ଏବଂ ଏହା ଚୁଡ଼ା— ଅପେକ୍ଷା ଲଘୁତର ଖାଦ୍ୟ]