Jump to content

ଚୁଡ଼ାଳ

ଉଇକିଅଭିଧାନ‌ରୁ

ଚୁଡ଼ାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୂଡ଼ା+ଅଛି ଅର୍ଥରେ ଳ)

[ସମ୍ପାଦନା]

ମସ୍ତକ — The head.

ବିଶେଷଣ -

[ସମ୍ପାଦନା]

ଚୂଡ଼ାବିଶିଷ୍ଟ; ଶିଖାଯୁକ୍ତ — Having a tuft or chignon.