ଚୁଡ଼ା ଚାଉଳ
ଦେଖଣା
ଚୁଡ଼ା ଚାଉଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୁଡ଼ା ଚାଉଳ
|
ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)
[ସମ୍ପାଦନା]ଜଳଖିଆ ପାଇଁ ଚୁଡ଼ା ଓ ରୋଷାଇ ପାଇଁ ଚାଉଳ (ଯାହାକୁ ଲୋକେ ବିଦେଶ ଗଲାବେଳେ ସଙ୍ଗରେ ବାନ୍ଧି ନିଅନ୍ତି) ଚୁଡ଼ା ଓ ଚାଉଳ —Parched rice and rice carried by a person going abroad.
ମୁଁ ଘରୁ ଚୁଡ଼ା ଚାଉଳ ବାନ୍ଧି ଆଣିଅଛି—ଫକୀରମୋହନ. ଛମାଣଆଠଗୁଣ୍ଠ