ଚୁଡ଼ିଆ
ଦେଖଣା
ଚୁଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଚୁଡ଼ା) ମୁଣ୍ଡରେ ଚୁଳଥିବା ଏକପ୍ରକାର ଯୁଦ୍ଧପ୍ରିୟ ପକ୍ଷୀ; ଗୋବରା ଚଢ଼େଇ; ଚୁଳିଆ — ୧. A kind of tufted bird which loves fighting with another of its kind.
- ୨. (ସଂସ୍କୃତ - ଚୋଡ଼) ଏକପ୍ରକାର ଓଢ଼ଣୀ — ୨. A kind of veil or wrapper.
- ୩. (ସଂସ୍କୃତ - ଚୋଡ଼କ) ଏକପ୍ରକର ରୁଡ଼ିପରି ଚିତ୍ରିତ ଧଡ଼ି ଥିବା (ଲମ୍ୱ ଓ ଓସାର) ଲୁଗାଜୋଡ଼ —୩. A pair of cloths, (very broad and long.