Jump to content

ଚୁଡ଼ି ଶୀତଳେଇବା

ଉଇକିଅଭିଧାନ‌ରୁ

ଚୁଡ଼ି ଶୀତଳେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଶୁଭବାଚନ)

[ସମ୍ପାଦନା]

ହାତରୁ ଚୁଡ଼ି ଓହ୍ଲାଇବା ବା କାଢ଼ି ଦେବା —(euphemism) To put off the chooree from the hand.

[ ଦ୍ର—ଖଡ଼ୁ ଓ ଚୁଡ଼ି ସ୍ତ୍ରୀଲୋକମାନଙ୍କର ସଧବା ଥିବାର ଚିହ୍ନ ଥିବାରୁ, ଏହାକୁ କାଢ଼ି ବା କଥା ନ କହି ଶୀତଳେଇବା ଶବ୍ଦ ସ୍ତ୍ରୀଲୋକମାନେ କହନ୍ତି]