ଚୁଣ୍ଟା
ବୋତଲ ମୁହଁ ବା ଅନ୍ୟ ଛିଦ୍ର ମୁଦିବାପାଇଁ ଦିଆଯିବା (ପାଳ ବା ଚିରାକନାର) ବିଣ୍ଡା —A rolled bundle (of straw or rags) used as a gag or cork to stop the mouth of a jar or a hole.