ଚୁନକୋଳି
ଚୂନକୋଳି (ଦେଖ) - Chūnakoḻi (See)
[ ଦ୍ର—ଚୂନ ଶବ୍ଦର ପ୍ରଥମ ଅକ୍ଷର ଉକାରାନ୍ତ ଥିବାରୁ ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଉଚ୍ଚାରଣ ବେଳେ ଚୁନ ସ୍ଥାନରେ 'ଚୁନୁ' ଉଚ୍ଚାରଣ ସ୍ୱଭାବତଃ ହୋଇଯାଏ ତୁଳ. ଚୁନୁଖାଇ, ଚୁନୁଦାନି, ଚୁନୁପତର]