Jump to content

ଚୁନଟ୍

ଉଇକିଅଭିଧାନ‌ରୁ

ଚୁନଟ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଚୁନ୍ନଟ୍, ଚୁନାଟ୍ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୟନ)

[ସମ୍ପାଦନା]
୧. ବସ୍ତ୍ରାଦିର କୁଞ୍ଚା; କୁଞ୍ଚି — ୧. Curling of cloth into artistic folds; making wrinkles in a cloth.
୨. କୁରୁତା ଇତ୍ୟାଦିରେ ଯେଉଁ କୁଞ୍ଚା କନାରେ ସିଲାଇ କାମ କରାଯାଏ — ୨. Frills; ruffle.