ଚୁମ୍କି
ଧାତୁର କ୍ଷୁଦ୍ରକ୍ଷୁଦ୍ର ପତଳା ଖଣ୍ଡ; ଚେପଟା ଓ ଚକ୍— ଚକିଆ କ୍ଷୁଦ୍ର ଧାତୁଖଣ୍ଡ —Minute metal- foils; spangles (set on cloth etc).
[ ଦ୍ର—ଏହା ଲୁଗା ଆଦିରେ ଓ ପ୍ରତିମାର ମେଢ଼ରେ ଜଡ଼ାଯାଏ]