ଚୁମ୍ୱକ
ଦେଖଣା
ଚୁମ୍ୱକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚୁମ୍ୱ ଧାତୁ+କର୍ତ୍ତୃ. ଅକ; ଯାହା ଲୌହକୁ ଚୁମ୍ୱନ ବା ଆକର୍ଷଣ କରେ)
[ସମ୍ପାଦନା]- ୧. ଅୟସ୍କାନ୍ତ ମଣି; ଲେ ହକୁ ନିକଟକୁ ଟାଣିବା ପଥର — ୧. Load-stone.
ମନ ଲୋହ ହୋଇଥିଲା, ତୋ ଚୁମ୍ୱ ଚୁମ୍ୱକ ବଳେ ହୃଦୁଁ କାଢ଼ି ନେଲା— ଭଞ୍ଜ. ପ୍ରେମସୁଧାନିଧି
- ୨. ଚୁମ୍ୱକ ଲୌହ (ଦେଖ) - — ୨. Chumbaka l&aline;&uline;ha (See)
- ୩. ବହୁ ବିସ୍ତୃର ବିଷୟର ସାରସଂଗ୍ରହ; ସଂକ୍ଷିପ୍ତ ବିବରଣ — ୩. Epitome; summary; abstract.
- ୪. ନିକିତିର ଉପରଭୋଗ — ୪. The upper part of a balance. (M.W.)
- ୫. ଗ୍ରନ୍ଥାନ୍ତରରୁ ସମଶ୍ରେଣୀର ବା ସମଭାବଗର୍ଭଙ୍କ ଉଦ୍ଧତ ଅଂଶ —୫. A parallel passage (M.W.)
ବିଶେଷଣ -
[ସମ୍ପାଦନା]- ୧. ଚୁମ୍ୱନକାରୀ —୧. Kissing.
- ୨. ଲମ୍ପଟ —୨. Lecherous.
- ୩. ଧୂର୍ତ୍ତ —୩. Cunning.
- ୪. ଗ୍ରାନ୍ଥାଦିର ସାର ସଂଗ୍ରାହକ —୪. Compiling.
- ୫. ଯେଉଁ ଗ୍ରନ୍ଥର ସାର ସଂଗୃହୀତ ହୋଇଥାଏ — ୫. Abridged; summarised.
- ୬. ଯେ ବହୁତ ପଢିଛି କିନ୍ତୁ ଗଭୀର ଜ୍ଞାନଲାଭ କରିନାହିଁ — ୬. Superficial (M.W.)
- ୭. ଠକ; ଧୂର୍ତ୍ତ —୭. Knavish; roguish. (M.W.)