Jump to content

ଚୁମ୍ୱନ

ଉଇକିଅଭିଧାନ‌ରୁ

ଚୁମ୍ୱନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୁମ୍ୱ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ସ୍ନେହ ଓ ଆଦରରେ ଅନ୍ୟର ମୁଖଆଦି ସ୍ଥାନରେ ଓଷ୍ଠସ୍ପର୍ଶନ — ୧. Kissing; a kiss.

କେତେ ରୂପେ ଚୂମ୍ୱନ କେତେ ସ୍ଥାନେ ପ୍ରଦାନ ଦୀନକୃଷ୍ଣ. ରସକଲ୍ଲୋଳ

[ ଦ୍ର—ଚୁମ୍ୱନ ଦେହର ନାନା ସ୍ଥାନରେ, ପ୍ରଧାନତଃ—ଲଲାଟ, ଅଳକ, କପୋଳ, ନୟନ, ବକ୍ଷ, ସ୍ତନ, ଓଷ୍ଠ ଓ ମୁଖରେ ଦିଆଯାଏ ସ୍ଥାନଭେଦରେ ଗୂଢ଼କ, ଉଚ୍ଛୂନକ, ପ୍ରବାଳମଣି, ଖଣ୍ଡାଭ୍ରଜ, କୋଳଚର୍ବିତ ଇତ୍ୟାଦି ଚୁମ୍ୱନର ଅନେକ ନାମକରଣ ହୁଏ]

୨. ସ୍ପର୍ଶ; ବାଜିବା —୨. Touch.

କୋପଭରେ ହନମନ୍ତ ମାଇଲା ପଥରେ ଚୂମ୍ୱନ ସେ ଦେଲା ଯାଇଁ ତାହାର ମୁଖରେ ବିଶ୍ୱନାଥ. ବିଚିରାମାୟଣ