Jump to content

ଚୁମ୍ୱିତ

ଉଇକିଅଭିଧାନ‌ରୁ

ଚୁମ୍ୱିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚୁମ୍ୱ ଧାତୁ+କର୍ମ. ତ)

[ସମ୍ପାଦନା]
୧. କୃତଚୁମ୍ୱନ; ଯାହାକୁ ଅନ୍ୟ ବ୍ୟକ୍ତି ଚୁମ୍ୱନ ଦିଏ —୧. Kissed.
୨. କୋମଳଭାବରେ ସ୍ପୃଷ୍ଟ ୨. Tenderly touched; lightly touched.
୩. ପରସ୍ପର ସମ୍ମିଳିତ —୩. Joined to each other.