ଚୁମ୍ୱୀ
ଦେଖଣା
ଚୁମ୍ୱୀ
ଉଚ୍ଚାରଣ
[ସମ୍ପାଦନା](ଚୁମ୍ୱିନୀ—ସ୍ତ୍ରୀ)
(ଯଥା—ବଦନଚୁମ୍ୱୀ)
(ଯଥା—ଗଗନଚୁମ୍ୱୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚୁମ୍ୱ ଧାତୁ+କତ୍ତୃ. ଇନ; ୧ମା. ୧ବ. ଅନ୍ୟ ଶବ୍ଦ ପରେ ଯୁକ୍ତ ହୋଇ ବ୍ୟବହୃତ ଯଥା—ଗଗନଚୁମ୍ୱୀ; ନଭଶ୍ଚୁମ୍ୱୀ)
[ସମ୍ପାଦନା]- ୧. (ଅମୁକକୁ) ଚୁମ୍ୱନ କରୁଥିବା — ୧. Kissing.
- ୨. (ଅମୁକକୁ) ସ୍ପର୍ଶ କରୁଥିବା —୨. Touching.
- ୩. (ଅମୁକଦ୍ୱାରା) ଆକ୍ରାନ୍ତ —୩. Affected with. (M.W.)
- ୪. (ଅମୁକ) ସମ୍ୱନ୍ଧୀୟ —୪. Relating to. (M.W.)
- ୫. (ଅମୁକ କାର୍ଯ୍ୟରେ) ବ୍ୟାପୃତ — ୫. Busy with (M.W.)