Jump to content

ଚୁର୍କି

ଉଇକିଅଭିଧାନ‌ରୁ

ଚୁର୍କି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂଡ଼ା)

[ସମ୍ପାଦନା]

ମସ୍ତକର ମଧ୍ୟଭାଗସ୍ଥ ଲମ୍ୱ ଓ କ୍ଷୁଦ୍ର କେଶ ଗୁଚ୍ଛ —Long and small tuft of hair left on the middle of the head.

ମଝିରେ ତରୁଭୁଜ ଡେମ୍ଫପରି ଚୁର୍କି, ବେକରେ ମୋଟ— ମୋଟା ତୁଳସୀକଣ୍ଠି ପାଞ୍ଚଫେରା ବସିଛି ଫକୀରମୋହନ. ଛମାଣ ଆଠଗୁଣ୍ଠ

ପ୍ରାଦେଶିକ - (ବିସ୍ତାର) ବିଶେଷ୍ୟ -

[ସମ୍ପାଦନା]

ଭୋଗେଇ —A small basket.