ଚୁଲୀଖପରା
ଦେଖଣା
ଚୁଲୀଖପରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୁଲୀଖପରା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚୂଲୀ ତିଆରିବେଳେ ତହିଁରେ ଲାଗିଥିବା ହାଣ୍ଡି ବହୁଦିନ ବ୍ୟବହାର ପରେ ଭାଙ୍ଗି ଯିବାରୁ ସେଥିରୁ ବାହାରିବା କ୍ଷୁଦ୍ରକ୍ଷୁଦ୍ର ଖପରା — The potsherds which are brought out of an old fireplace when it is renewed and replaced by a new earthen pot.
[ଦ୍ରଷ୍ଟବ୍ୟ — ଏହା ଔଷଧରୂପେ ବ୍ୟବହୃତ ହୁଏ]