Jump to content

ଚୁଲୀଝିଙ୍କା

ଉଇକିଅଭିଧାନ‌ରୁ

ଚୁଲୀଝିଙ୍କା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂଲ୍ଲୀ+ଶିଖା)

[ସମ୍ପାଦନା]

ଚୁଲୀର ଉପରେ ହାଣ୍ଡି ବସିବା ପାଇଁ ସ୍ଥାପିତ ତିନିଗୋଟି ଖୁଣ୍ଟିବା ମାଟିପିଣ୍ଡ — Projections over an oven on which pots are put.

[ଦ୍ରଷ୍ଟବ୍ୟ —ଚୂଲୀ ଉପରେ ହାଣ୍ଡି ବସାଇଲେ ଏହି ଝିଙ୍କାମାନ ଥିବାରୁ ଝିଙ୍କା ଯୋଗୁଁ ଚୂଲୀର ଫନ୍ଦ ଓ ହାଣ୍ଡି ମଧ୍ୟରେ ଯେଉଁ ଫାଙ୍କ ରହେ ସେ ଫାଙ୍କ ବାଟେ ନିଆଁର ଧାସ ଓ ଧୂଆଁ ବାହାରି ଯାଏ ]


୨. ବନ୍ୟ ବୃକ୍ଷବିଶେଷ — ୨. A wild tree; Hugonia Mystax (Haines).