ଚୁଲୀ ଉଖାରିବା
ଚୂଲୀରେ ଥିବା ନିର୍ବାଣୋନ୍ନୁଖ ନିଆଁକୁ କାଠିଦ୍ୱାରା ଇତ୍ସ୍ତତଃ କରି ସତେଜ କରିବା — To stir up the smouldering fire in an oven by a rod.