Jump to content

ଚୁଲୀ ଜାଳିବା

ଉଇକିଅଭିଧାନ‌ରୁ

ଚୁଲୀ ଜାଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଚୂଲୀର ନିଆଁକୁ ସତେଜ କରିବା — ୧. To stir up the fire in the oven.
୨. ଚୂଲୀ ଜଳିବା ପାଇଁ ତହିଁରେ କାଠ ଆଦି ଖଞ୍ଜିବା — ୨. To arrange fuel in an oven for burning; to fuel an oven.
୩. ଚୂଲୀ ମଧ୍ୟରେ ଥିବା କାଠ ଆଦି ଜଳିବା ପାଇଁ ମୁହଁଦ୍ୱାରା ବା ନଳଦ୍ୱାରା ଫୁଙ୍କିବା —୩. To blow the fire of the oven by the mouth a blow- tube.