Jump to content

ଚୁଲୀ ଲିଭାଇବା

ଉଇକିଅଭିଧାନ‌ରୁ

ଚୁଲୀ ଲିଭାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଚୁଲୀ ଲିଭେଇବା, ଚୁଲୀ ନିଭା (ଭେ) ଇବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଚୁଲୀର ନିଆଁକୁ ନିର୍ବାପିତ କରିବା — To extinguish the fire in an oven.

[ଦ୍ରଷ୍ଟବ୍ୟ —ଚୁଲୀ ଲିଭାଇବାର ଅର୍ଥ ଚୁଲୀରେ ଜଳୁଥିବା ନିଆଁକୁ ଲିଭାଇବା ]