Jump to content

ଚୁଲ୍ଲକୀ

ଉଇକିଅଭିଧାନ‌ରୁ

ଚୁଲ୍ଲକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ଚୁଲ୍ଲ ଧାତୁ=(ଜଳରେ) ବିଳାସ କରିବା+କର୍ତ୍ତୃ. ଅକ+ସ୍ତ୍ରୀ. ଈ]

[ସମ୍ପାଦନା]
୧. ଶିଶୁମାର ନାମକ ଜଳଜନ୍ତୁ — ୧. A purpoise.
୨. ନଦୀର ଅପର ପାର — ୨. The opposite shore of a river.
୩. କ୍ଷୁଦ୍ର ପାତ୍ରବିଶେଷ; ରେକାବି — ୩. A small plate or vessel; saucer.