Jump to content

ଚୁଲ୍ଲା

ଉଇକିଅଭିଧାନ‌ରୁ

ଚୁଲ୍ଲା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଚୁଲ୍ଲ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ନିଆଁ ଜଳିବା ସ୍ଥାନ —୧. Oven; furnace.
୨. ଚିତା; ଜୁଇ — Funeral pyre; cremation-fire-place.