Jump to content

ଚୁସ୍ତ୍

ଉଇକିଅଭିଧାନ‌ରୁ

ଚୁସ୍ତ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଢ଼ୀଲା—ବିପରୀତ)

ବୈଦେଶିକ - ବିଶେଷଣ - ଫା)

[ସମ୍ପାଦନା]
୧. ଟାଣୁଆ; ଶକ୍ତ — ୧. Hard; smart.
୨. ଦୃଢ଼; ଅଶିଥିଳ; ଯାହା ହୁଗୁଳା ନ ହୋଇ ଖୁବ୍ କସି ହୋଇ ଥାଏ —୨. Tight.
୩. ଚୌରସ —୩. Level.
୪. କର୍ମଠ; ଚଲାଖ —୪. Active.
୫. ଦେହରେ କସି ହୋଇ ବସିବା (ପୋଷାକ) — ୫. Fit; tightly fitting the body.
୬. ଯାହା ଶିଥିଳ ବା ହୁଗୁଳା ନୁହେଁ — ୬. Not loose or slack.