Jump to content

ଚୁହାଡ଼

ଉଇକିଅଭିଧାନ‌ରୁ

ଚୁହାଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ହିନ୍ଦୀ - ଚୁହଡ଼ା= ଚାଣ୍ଡାଳ, ସ୍ୱପଚ; ହିନ୍ଦୀ - ଚୋଆଡ଼୍= ପାହାଡ଼ିଆ ଡ଼କାଇତ ଜାତିବିଶେଷ)

[ସମ୍ପାଦନା]
୧. ଚୁଆଡ଼ ଚୋହାଡ଼; ଅସଭ୍ୟ ଜଙ୍ଗଲି ଜାତି — A wild tribe.
୨. ହାଡ଼ି; ମେହେନ୍ତର — ୨. A man of the sweeper caste.

ବିଶେଷଣ -

[ସମ୍ପାଦନା]
୧. ଅସଭ୍ୟ; ଜଙ୍ଗଲି —୧. Uncivilised.
୨. ବର୍ବର; ନିଷ୍ଠୁର —୨. Cruel.
୩. ଅଭଦ୍ର —୩. Rude.
୪. ନୀଚ —୪. Low; mean.