ଚୁହାଣ
ଦେଖଣା
ଚୁହାଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚୋହାଣ; ଚୌହାନବଂଶ; କ୍ଷତ୍ରିୟ ବା ରାଜପୁତଙ୍କ ଶାଖାବିଶେଷ (ଚୋହାଣ ତଳେ ନୋଟ ଦେଖ) — ୧. A branch of Kshyatriyas or Rajputs.
ଏତେ ରାଜପୁତ ରୋହିଲା ମୁଗଲ ବଘେଇ ଚୁହାଣ ପଠାଣ ଗଡ଼କୁ ବୋଲି ପଶି ଝାମ୍ପି ଯିବେ ଯେ ଜଳି ଲଘିଂବେ କେହି ପୁଣ ବ୍ରଜନାଥ. ସମତରଙ୍ଗେ
- ୨. ଗୃହଦାହକ —୨. An incendiary.
- ୩. ନୀଚଜାତିର ଗୃହଦାହକ ରାଜସେବକବିଶେଷ— (ଗୋପୀନାଥ ନନ୍ଦ)
ଶୂନ୍ୟ ଘର ଗୁଡ଼ାଏ ଅଇଲା ସବୁ ଲୋଡ଼ି ଚୁହାଣକୁ ବୋଇଲାରେ ଘର ଦିଅ ପୋଡ଼ି—ପୀତାମ୍ୱର. ନୃସିଂହପୁରାଣ ୩. A class of kings servants of low caste whose duty it was to set fire to houses under the king's order.