ଚୂଁକୃତି
ଚୁମ୍ୱନ ଦେଲା ବେଳେ କରିବା ଚୁଁ ଚୁଁ ଶବ୍ଦ —The sound produced by kissing.
ମଧୂ ମଧୂର ବଧୂ ଅଧର କିଶୋର ବର ବଦନାମ୍ୱର ବିମ୍ୱ ଚୁମ୍ୱନ ଚଁ କୃତିସ୍ୱନ ମୋଳା ! କବିସୂର୍ଯ୍ୟ କିଶୋରୀ ଚମ୍ପୂମ. ଗୀତ