ଚୂଡ଼ାନ୍ତ
ଦେଖଣା
ଚୂଡ଼ାନ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚୂଡ଼ା=ଶିଖା+ଅନ୍ତ=ଶେଷ)
[ସମ୍ପାଦନା]- ୧. ଶେଷ ମୀମାଂସା —୧. Final decision or determination; conclusion.
- ୨. ଯୁକ୍ତିଜନିତ ଅନୂମାନ — ୨. Deduction; inference.
- ୩. ଚରମ ବା ଶେଷ ସୀମା — ୩. Extremity; limit.
- ୪. ପରାକାଷ୍ଠା —୪. Acme.
- ୫. କାର୍ଯ୍ୟସମାପ୍ତି —୫. Completion of work.
- ୬. ଚୂଡ଼ାର ଅଗ୍ର —୬. The top of a chignon or knot of hair.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶେଷ; ଅନ୍ତ —Finish; end.
ଦେଶଜ - ବିଶେଷଣ -
[ସମ୍ପାଦନା]ଅନ୍ତିମ; ଚରମ — Final; conclusive.